Saturday 11 October 2014

HOSTEL (ହଷ୍ଟେଲ୍)

ହଷ୍ଟେଲ୍
ହାଏରେମୋହଷ୍ଟେଲ୍ଜୀବନ  
ମୁଢିଖାଇଖାଇବିତିଲାଦିନ|
ମୁଢିଖାଇଖାଇଗରମହେଲାଣି         
ପେଟଆଉମୋରମନ |
ହାଏରେମୋହଷ୍ଟେଲ୍ଜୀବନ|

ଘରଛାଡିବାହାରେରହିଲୁ
ପଛରେଅଛିକେତେସପନ|
ହାଏରେମୋହଷ୍ଟେଲ୍ଜୀବନ |
ହାଏରେମୋହଷ୍ଟେଲ୍ଜୀବନ,
ମୁଢିଖାଇଖାଇବିତିଲାଦିନ|
ଆଗରେଅଛିପରିଖ୍ୟାଟିଣ   
ହାଏରେମୋହଷ୍ଟେଲ୍ ଜୀବନ ।।


Friday 10 October 2014

BHAI (ଭାଈ)

ଭାଈ

ବଡଭାଇମୋରରାମଚନ୍ଦ୍ର୍ହେଲେ          ଲଖ୍ମଣମୋମଝିଆଭାଇ,
କେତେଦୁଖଃସେସହିଛିମୋପାଇଁ                   ଛାତିରଯନ୍ତରଣାସହି |
ସେହିମୋରଦୁଇଭାଇ|
ଛାତିରଦରଦଗଣ୍ଠିଲିରେବାନ୍ଧି                        ମୋବାଟକୁରହନ୍ତିଚାହିଁ,
ବାପାଗଲାପରେଆଖିରଲୁହକୁ            ପିଇଛିଆମରିପାଇଁ |
ସେମୋରଦୁଇଭାଇ|
ଆମରିପାଇଁକିନିଜଜିବନକୁ                          ତିଳତିଳକରେସେହି,
ଆମପରିବାରମନ୍ଦିରହେଲେ                        ଦେବତାମୋଦୁଇଭାଇ|
ସେମୋରଦୁଇଭାଇ|
ଭଗବାନତାଙ୍କମଙ୍ଗଳକରନ୍ତୁ                         ସବୁକାର୍ଯ୍ୟେହୁଅନ୍ତୁଜୟୀ,
ବଡଭାଇମୋରରାମଚନ୍ଦ୍ରହେଲେ                   ଲଖ୍ମଣମୋମଝିଆଭାଇ|

ସେମୋରଦୁଇଭାଇ|

MAA(ମା)

ମା
ଆମପରିବାରେମାଦେବୀହେଲେ
ଆମେତାଙ୍କଭଗତ,
ସେଆମମା, ଆମଶରୀରରେ
ବହୁଛିତାଙ୍କରକତ |
ଆମେତାଙ୍କଭକତ|


ମନ୍ଦିରଚୂଳରେନାଲିଆକନାରେ
ଉଡେଫରଫରନେତ,
ଦେଖିବାପାଇଁବିଦେଶରୁଧାଇଁ
ଆସନ୍ତିବହୁଭଗତ|
ଆମେତାଙ୍କଭକତ |

ସେହିପରିମାସାଇତିରଖିଛି  
ନିଜରକାନିପଣତ|
ଦୁଖଃକୁଜାବୁଡିସୁଖକୁରାମ୍ପୁଡି
                                    ଆମକୁଦେଇଛିଭାତ

ଆମେତାଙ୍କଭଗତ|