“ଭାଈ”
ବଡଭାଇମୋରରାମଚନ୍ଦ୍ର୍ହେଲେ ଲଖ୍ମଣମୋମଝିଆଭାଇ,
କେତେଦୁଖଃସେସହିଛିମୋପାଇଁ ଛାତିରଯନ୍ତରଣାସହି |
ସେହିମୋରଦୁଇଭାଇ|
ଛାତିରଦରଦଗଣ୍ଠିଲିରେବାନ୍ଧି ମୋବାଟକୁରହନ୍ତିଚାହିଁ,
ବାପାଗଲାପରେଆଖିରଲୁହକୁ ପିଇଛିଆମରିପାଇଁ |
ସେମୋରଦୁଇଭାଇ|
ଆମରିପାଇଁକିନିଜଜିବନକୁ ତିଳତିଳକରେସେହି,
ଆମପରିବାରମନ୍ଦିରହେଲେ ଦେବତାମୋଦୁଇଭାଇ|
ସେମୋରଦୁଇଭାଇ|
ଭଗବାନତାଙ୍କମଙ୍ଗଳକରନ୍ତୁ ସବୁକାର୍ଯ୍ୟେହୁଅନ୍ତୁଜୟୀ,
ବଡଭାଇମୋରରାମଚନ୍ଦ୍ରହେଲେ ଲଖ୍ମଣମୋମଝିଆଭାଇ|
ସେମୋରଦୁଇଭାଇ|
No comments:
Post a Comment