“ମା”
ଆମପରିବାରେମାଦେବୀହେଲେ
ଆମେତାଙ୍କଭଗତ,
ସେଆମମା, ଆମଶରୀରରେ
ବହୁଛିତାଙ୍କରକତ |
ଆମେତାଙ୍କଭକତ|
ମନ୍ଦିରଚୂଳରେନାଲିଆକନାରେ
ଉଡେଫରଫରନେତ,
ଦେଖିବାପାଇଁବିଦେଶରୁଧାଇଁ
ଆସନ୍ତିବହୁଭଗତ|
ଆମେତାଙ୍କଭକତ |
ସେହିପରିମାସାଇତିରଖିଛି
ନିଜରକାନିପଣତ|
ଦୁଖଃକୁଜାବୁଡିସୁଖକୁରାମ୍ପୁଡି
ଆମକୁଦେଇଛିଭାତ
ଆମେତାଙ୍କଭଗତ|
No comments:
Post a Comment