Saturday, 11 October 2014

HOSTEL (ହଷ୍ଟେଲ୍)

ହଷ୍ଟେଲ୍
ହାଏରେମୋହଷ୍ଟେଲ୍ଜୀବନ  
ମୁଢିଖାଇଖାଇବିତିଲାଦିନ|
ମୁଢିଖାଇଖାଇଗରମହେଲାଣି         
ପେଟଆଉମୋରମନ |
ହାଏରେମୋହଷ୍ଟେଲ୍ଜୀବନ|

ଘରଛାଡିବାହାରେରହିଲୁ
ପଛରେଅଛିକେତେସପନ|
ହାଏରେମୋହଷ୍ଟେଲ୍ଜୀବନ |
ହାଏରେମୋହଷ୍ଟେଲ୍ଜୀବନ,
ମୁଢିଖାଇଖାଇବିତିଲାଦିନ|
ଆଗରେଅଛିପରିଖ୍ୟାଟିଣ   
ହାଏରେମୋହଷ୍ଟେଲ୍ ଜୀବନ ।।


No comments:

Post a Comment